Videos

Viral Video: ସୂର୍ଯ୍ୟମୁଖୀ କ୍ଷେତରୁ ଭାଇରାଲ୍ ହେଲା ରୋମ୍ୟାଞ୍ଜଳିଙ୍କ ଏହି ଭିଡିଓ...ଦେଖନ୍ତୁ

Romyanjali Priyadarshini Dance Video: ଆଲବମ୍ ଅଭିନେତ୍ରୀ ରୋମ୍ୟାଞ୍ଜଳି ପ୍ରିୟଦର୍ଶିନୀ ଓଡ଼ିଶାର ଖୁବ ପରିଚିତ। ତାଙ୍କର ଅନେକ ଆଲବମ୍ ହିଟ୍ ହୋଇଛି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ଏବଂ ସମୟ ସମୟରେ ନିଜର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଆଲବମ୍ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଥିରେ ସେ ସୂର୍ଯ୍ୟମୁଖୀ କ୍ଷେତରେ ନାଚୁଥିବାର ନଜର ଆସୁଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More