Videos

Paga Bhai Nitia Video: ଟ୍ରେଣ୍ଡିଂ ସଙ୍ଗ ଛି ଛି ନନୀରେ ଭାଇରାଲ ହେଲା ପାଗା ଭାଇ ଓ ନିତିଆ ସାର୍ ଙ୍କ ଭିଡିଓ

Paga Bhai Nitia Video: ଟ୍ରେଣ୍ଡିଂ ସଙ୍ଗ ଛି ଛି ନନୀରେ ଭାଇରାଲ ହେଲା ପାଗା ଭାଇ ଓ ନିତିଆ ସାର୍ ଙ୍କ ଭିଡିଓ। ଏହି ଦୁହିଁଙ୍କ ଯୋଡ଼ି ଏବେ ସାରା ରାଜ୍ୟରେ ଚହଳ ପକାଇଛନ୍ତି। ରିଅଲ କଣ୍ଟେଣ୍ଟ କୁ ନେଇ ଏମାନେ ଖୁବ୍ ମଜାଦାର ଭିଡିଓ ତିଆରି କରୁଛନ୍ତି । ତେବେ ଓଡ଼ିଶା ମାର୍କେଟରେ ଏବେ ବେଶ୍ ଚହଳ ପକାଇଛି ପାଗା ନିତିଆ ସାର୍ କମେଡି ଯୋଡ଼ି। ଆଉ ଟ୍ରେଣ୍ଡିଂ ସଙ୍ଗ ଛି ଛି ଛି ନନୀ ଗୀତରେ ଏମାନେ ଦୁହେଁ ରିଲ୍ସ କରି ସେୟାର କରିଛନ୍ତି। ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡିଓ...

 

Video Thumbnail
Share
Advertisement
Read More