Videos

Aseema Panda Video: ଦୁଇ କମେଡିଆନଙ୍କ ସହ ଅସୀମା ପଣ୍ଡା, ଭିଡିଓ ହେଲା ଭାଇରାଲ

ରାଜ୍ୟର ଜଣେ ପ୍ରସିଦ୍ଧ ଗାୟିକା ହେଲେ ଅସୀମା ପଣ୍ଡା। ଆଲବମ୍ ହେଉ ବା ଭଜନ ସବୁଥିରେ ନିଜ କଣ୍ଠର ପରାକାଷ୍ଠା ଦେଖାଇଛନ୍ତି ଅସୀମା। ଏବେ ଅନେକ ସିଙ୍ଗିଗ୍ ରିୟାଲିଟି ସୋରେ ନଜର ଆସୁଛନ୍ତି ଅସୀମା। ତେବେ ଏକ ରିୟାଲିଟି ସୋରେ କମେଡି ଗ୍ରୁପ ଅନୁଗୁଳିଆ ବଣ୍ଟିର ଦୁଇ କମେଡିଆନଙ୍କ ସହ ମସ୍ତିଭରା ଅନ୍ଦାଜରେ ନଜର ଆସିଛନ୍ତି ଗାୟିକା । ନିଜେ ଗାଇଥିବା ରେବତୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଅସୀମା ପଣ୍ଡା। ଆପଣ ବି ଦେଖନ୍ତୁ ଭିଡିଓ...

Video Thumbnail
Share
Advertisement
Read More