Prakruti Mishra New Video: ପୁଣିଥରେ ଭାଇରାଲ ହେଲା ପ୍ରକୃତିଙ୍କ ଏହି ଭିଡିଓ। ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜ ଇନଷ୍ଟା ପେଜ୍ ରେ ସର୍ବଦା ସକ୍ରିୟ ରହିଥାନ୍ତି। ନିଜ ଅଭିନୟ ହେଉ ବା ଗୀତ ସବୁ ସେୟାର କରିଥାନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ତେବେ ଘଣ୍ଟେ ତଳେ ସେୟାର କରିଥିବା ଭିଡିଓରେ ଅଭିନେତା ଆକାଶ ହୋତାଙ୍କ ସହ ଅନ୍ୟ ସାଥୀ ମାନେ ବି ରହିଛନ୍ତି । ତେବେ କୌଣସି ସ୍ଥାନକୁ ଟ୍ରିପ ବେଳେ ଏହି ଭିଡିଓ ଟି ସୁଟ୍ କରାଯାଇଛି। ଭାଇରାଲ ଭିଡିଓ ଦେଖନ୍ତୁ....
More Videos
More Videos
More Videos
More Videos
More Videos