Videos

Elina Samantray Video: ଗୁମ୍ଫା ଭିତରୁ ଭାଇରାଲ ହେଲା ସ୍ୱାମୀଙ୍କ ସହ ଏଲିନା ସାମନ୍ତରାୟଙ୍କ ଭିଡିଓ

Elina Samantray Video: ଗୁମ୍ଫା ଭିତରୁ ଭାଇରାଲ ହେଲା ସ୍ୱାମୀଙ୍କ ସହ ଏଲିନା ସାମନ୍ତରାୟଙ୍କ ଭିଡିଓ । ସିକ୍ରେଟ ମ୍ୟାରେଜ କରି ଚର୍ଚ୍ଚାକୁ ଆସିଥିବା ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବେ ନିଜ ସ୍ୱାମୀଙ୍କ ସହ କ୍ୱାଲିଟି ଟାଇମ ବିତାଉଛନ୍ତି । ତେବେ ନିଜ ଟ୍ରିପ୍ ର ଅନେକ ଫଟୋ ଓ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ । ଏହାରି ମଧ୍ୟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଠି ସେ ଏକ ଗୁମ୍ଫାରେ ରହିିଥିବା ଦେଖାଯାଉଛି । ଆଇ ନିଜ ଇନଷ୍ଟା ପେଜ୍ ରେ ସେୟାର କରି ଲେଖିଛନ୍ତି Mahendra cave visit

Video Thumbnail
Share
Advertisement
Read More