Elina Samantray Video: ବିଦେଶରୁ ଭାଇରାଲ ହେଲା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଏହି ଭିଡିଓ । ସିଙ୍ଗାପୁରରେ ଏବେ ଏଲିନା ସାମନ୍ତରାୟ । ଅଭିନେତ୍ରୀ କଣ ପାଇଁ ବିଦେଶରେ ଅଛନ୍ତି ସେ କାରଣ ଜଣାପଡିନଥିବା ବେଳେ ନିଜର ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଚୁଲୁବୁଲି ଅଭିନେତ୍ରୀ ଏହି ଭିଡିଓରେ ଟ୍ରେଣ୍ଡରେ ଥିବା ଫିଲ୍ମ ବୋଉ ବୁଟୁ ଭୂତର ପପୁଲାର ଗୀତ ଓଧା ଲାଗେ ରେ ରିଲ୍ସ ସେୟାର କରି ପର୍ସନାଲି ସମସ୍ତଙ୍କୁ ପ୍ରଂଶସା କରିଛନ୍ତି ଏଲିନା ।
More Videos
More Videos
More Videos
More Videos
More Videos