Viral Video: ଓଡ଼ିଆ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଗରିବ ଲୋକଙ୍କ ସାହାର । ଗରିବଙ୍କ ଦୁଃଖ ଦେଖି ପାରନ୍ତି ନାହିଁ ରାଣୀ। ଯାତ୍ରାରୁ ରୋଜଗାର କରୁଥିବା ଟଙ୍କାକୁ ଗରିବଙ୍କ ପାଇଁ ଖର୍ଚ୍ଚ କରନ୍ତି। ନିକଟରେ ରାଣୀଙ୍କ ପ୍ରେମିକ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ କରିଥିଲେ। ପରେ ରାଣୀ ମଧ୍ୟ ତାଙ୍କୁ ସୁଧି ହୋଇ ଯାଇଥିଲେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଣୀ ବଧୁ ବେଶରେ ସଜେଇ ହୋଇଛନ୍ତି। ସତରେ ସେ ବିବାହ କରିବାକୁ ଯାଉଛନ୍ତି ନା କୌଣସି ସୁଟିଂ ପାଇଁ ଏହି ଲୁକ୍ ନେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।...
More Videos
More Videos
More Videos
More Videos
More Videos