Smaranika Priyadarshini Viral Video: ସ୍ମରଣିକା ପ୍ରିୟଦର୍ଶିନୀ ଓଡ଼ିଶା ଯାତ୍ରା ଜଗତରେ ଖୁବ୍ ପରିଚିତ ଅଭିନେତ୍ରୀ। ଏହି ଅଭିନେତ୍ରୀ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ମଧ୍ୟ ଅଭିନୟ ମଧ୍ୟ କରିଛନ୍ତି। କହିରଖୁଛୁ ଯେ ଅଭିନେତ୍ରୀ ସ୍ମରଣିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି ଏବଂ ସେ ସମୟ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ଡଙ୍ଗା ଭିତରେ ଏକ ଗୀତରେ ଝମୁଥିବାର ନଜର ଆସୁଛନ୍ତି।
More Videos
More Videos
More Videos
More Videos
More Videos