Viral Video: ଓଡ଼ିଆ ଅଭିନେତ୍ରୀ ତଥା ମ୍ୟୁଜିକ ଭିଡିଓରେ ନୃତ୍ୟ କରି ଲୋକପ୍ରିୟତା ହାସଲ କରିଥିବା ସିମରନ ଦାଶଙ୍କ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଖଣ୍ଡଗିରି ଗୁମ୍ଫା ନିକଟରେ ସିମରନ ଓଡ଼ିଆ ଟ୍ରେଣ୍ଡି ଗୀତରେ ରିଲ୍ସ ସୁଟ୍ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଅଭିନେତ୍ରୀ ସିମରନ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି ।
More Videos
More Videos
More Videos
More Videos
More Videos