Videos

Sand Art: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ଓଡି଼ଆ ନବବର୍ଷ, ବାଲୁକାକଳା ଜରିଆରେ ଶୁଭେଚ୍ଛା

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବର୍ଷ। ଏହି ଅବସରରେ ଆକର୍ଷଣୀୟ ବାଲୁକାକୃତି ଜରୀଆରେ ଓଡିଶା ବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବେଳାଭୂମିରେ ଗଢିଥିବା ସୁନ୍ଦର ବାଲୁକାକୃତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସହ ପଣା ଆଦି ନୈବେଦ୍ୟ ଅର୍ପଣରର ଦୃଶ୍ଯକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ଏଥିସହିତ ବାଲୁକାକୃତିରେ ପ୍ରତି ଓଡିଆଙ୍କ ଘରେ ବାଉଁଶରେ ଠେକି ବନ୍ଧା ପରମ୍ପରାର ଦୃଶ୍ୟ ମଧ୍ୟ ବେଶ୍ ଆକୃଷ୍ଟ କରିଛି।

Video Thumbnail
Share
Advertisement
Read More