Videos

Odia Rapper Abhinav Singh: ଆତ୍ମହତ୍ୟା କଲେ ଓଡ଼ିଆ ରାପର୍ ଅଭିନବ ସିଂ

Odia Rapper Abhinav Singh: ଆତ୍ମହତ୍ୟା କଲେ ଓଡ଼ିଆ ରାପର୍ ଅଭିନବ ସିଂ। ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଛନ୍ତି ଅଭିନବ। ତେବେ ଅଭିନବଙ୍କ ମୃତଦେହ ବେଙ୍ଗାଲୁରୁ ପୋଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ କଟକରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରିଛନ୍ତି। ତେବେ ଓଡ଼ିଆ ରାପର୍ ଙ୍କ ବାପା କଟକ ଲାଲ୍ ବାଗ୍ ଥାନାରେ ଅଭିନବଙ୍କ ସ୍ତ୍ରୀ ଓ ତାଙ୍କ ପରିବାରର ପାଖାପାଖି ୧୦ ଜଣଙ୍କ ନାଁ ରେ ଅଭିଯୋଗ ଦେଇଛନ୍ତି । ଏତଲାରେ ସେ ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି କହିଛନ୍ତି। କିନ୍ତୁ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ଏହି ଭିଡିଓଟି ଅଭିନବଙ୍କ ଶେଷ ଭିଡିଓ ବୋଲି କୁହାଯାଉଛି। ଏହାଗତ ବର୍ଷ ଡିସେମ୍ବର ମାସର ବୋଲି ଜଣାପଡିଛି।

ଆପଣଙ୍କ ନିକଟରେ ପ୍ରତିଟି ଖବର ପହଞ୍ଚାଇବର ଏହା ଏକ ମାଧ୍ୟମ...ତଳକୁ ତଳ ସ୍କ୍ରଲ କରିବା ପରେ ଉପରୋକ୍ତ ଭିଡିଓକୁ ଆପଣ ଦେଖି ପାରିବେ...

 

Video Thumbnail
Share
Advertisement
Read More