Videos

Cookies Joydev New Video: ରିସେପସନ ଲୁକ୍ ରେ ଭାଇରାଲ ହେଲା କୁକିଜ୍ ଜୟଦେବଙ୍କ ଏହି ଭିଡିଓ

Cookies Joydev New Video: ବାଜିଛି ସାହାନାଇ । ହାତକୁ ଦି'ହାତ ହେଲେ ଓଡ଼ିଆ ଅଭିନେତ୍ରୀ କୁକିଜ ସ୍ୱାଇଁ ଓ ଅଭିନେତା ଜୟଦେବ । ଦୀର୍ଘ ଦିନର ଡେଟିଂ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଲଭ ବାର୍ଡ । ଫେବୃଆରୀ ୨୩ରେ ଉଭୟଙ୍କ ବିବାହ ସରିଛି। ତେବେ ଗତ ସୋମବାର ଅର୍ଥାତ୍ (ଜାନୁଆରୀ ୨୭)ରେ ଧୁମଧାମରେ ଉଭୟଙ୍କ ନିର୍ବନ୍ଧ ସରିଥିଲା । ଏହାପରେ ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ବେଶ୍ ଭାଇରାଲ ହେଉଥିଲା। ଆଉ ଏବେ ତାଙ୍କର ରିସେପସନ ଲୁକ୍ ର ଭିଡିଓ ଏବେ ବେଶ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement
Read More