Videos

Ranu Ranu Trending Video: ରାସ୍ତା ମଝିରେ ରାନୁ ରାନୁ ଟ୍ରେଣ୍ଡିଂ ସଙ୍ଗରେ ଠୁମକା ଲଗାଇଲେ ସିରିୟଲ୍ ଅଭିନେତ୍ରୀ

Ranu Ranu Trending Video: ରାସ୍ତା ମଝିରେ ରାନୁ ରାନୁ ଟ୍ରେଣ୍ଡିଂ ସଙ୍ଗରେ ଠୁମକା ଲଗାଇଲେ ସିରିୟଲ୍ ଅଭିନେତ୍ରୀ । ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ତେଲୁଗୁ ର ଗୀତ ରାନୁ ରାନୁ ଗୀତ । ଏହି ଗୀତରେ ଅନେକ ଭିଡିଓ ଓ ରିଲ୍ସ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏଥିରେ ଡ୍ୟାନ୍ସ କରିଛନ୍ତି ଓଡିଆ ସିରିଏଲ ସିନ୍ଦୂରର ଅଧିକାର ର ହିରୋଇନ । ଆପଣ ବି ଦେଖନ୍ତୁ ଏହି ଭିଡିଓ...ହୁକ୍ ଷ୍ଟେପରେ କେମିତି ଜୋରଦାର ଠୁମକା ଲଗାଇଛନ୍ତି ଅଭିନେତ୍ରୀ।

ଆପଣଙ୍କ ନିକଟରେ ପ୍ରତିଟି ଖବର ପହଞ୍ଚାଇବର ଏହା ଏକ ମାଧ୍ୟମ...ତଳକୁ ତଳ ସ୍କ୍ରଲ କରିବା ପରେ ଉପରୋକ୍ତ ଭିଡିଓକୁ ଆପଣ ଦେଖି ପାରିବେ...

 

Video Thumbnail
Share
Advertisement
Read More