Videos

Aseema Panda New Video: ନିଜ ମେକ ଅପ୍ ଭ୍ୟାନିଟି ଭ୍ୟାନ୍ ରୁ ଭାଇରାଲ ହେଲା ଅସୀମାଙ୍କ ଏହି ଭିଡିଓ

Aseema Panda New Video: ଏବେ ଓଡ଼ିଶାରେ ଗାୟିକାଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚା ଓ ଆଗଧାଡ଼ିରେ ରହିଛନ୍ତି ଗାୟିକା ଅସୀମା ପଣ୍ଡା । ଆଲବମ ହେଉ ବା ଫିଲ୍ମ ଅନେକ ଗୀତ ଗାଇ ଓଡ଼ିଶା ବାସୀ ଙ୍କ ପ୍ରିୟ ପାଲଟିଯାଇଛନ୍ତି ଅସୀମା ପଣ୍ଡା। ତେବେ ନିଜ ସୋସିଆଲ ସାଇଟ୍ ରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି ଗାୟିକା ଅସୀମା ପଣ୍ଡା । ନିଜର ଲାଇଭ୍ କନସର୍ଟ ହେଉ ବା ରିଲ୍ସ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରିଥାନ୍ତି। ତେବେ ଗତ କିଛି ମାସ ତଳର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଅସୀମା ସାରେ ଗାମା ପା ର ଭ୍ୟାନିଟି ଭ୍ୟାନ୍ ରେ ନିଜର ମେକ ଅପ୍ ଟିପ୍ସ ବା ଭିଡିଓ ସେୟାର କରିଛନ୍ତି।

Video Thumbnail
Share
Advertisement
Read More