Videos

Aseema Panda New Video: ଗ୍ଲାମରସ ଲୁକ୍ ରେ ନଜର ଆସିଲେ ଗାୟିକା ଅସୀମା, ଷ୍ଟେଜରୁ ଭାଇରାଲ ହେଲା ଭିଡିଓ

Aseema Panda New Video: ଗ୍ଲାମରସ ଲୁକ୍ ରେ ନଜର ଆସିଲେ ଗାୟିକା ଅସୀମା । ଓଡ଼ିଆ ଇଣ୍ଡଷ୍ଟ୍ରିର ଭର୍ସାଟାଇଲ ଗାୟିକା ଭାବେ ଅସୀମା ପଣ୍ଡା ଏବେ ବେଶ୍ ଚର୍ଚ୍ଚାରେ। ଷ୍ଟେଜ ପ୍ରୋଗ୍ରାମ ସହ ନିଜର ଅନେକ ବ୍ୟକ୍ତିଗତ ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଥାନ୍ତି। ପ୍ରାୟତଃ ଗାୟିକା ଅସୀମା ନିଜର ଷ୍ଟେଜ ସୋ ସେୟାର କରିଥାନ୍ତି ସୋସିଆଲ ପେଜ୍ ରେ ଯାହା ଖୁବ ଭାଇରାଲ ହୋଇଥାଏ। ତେବେ ଏକ ଗ୍ଲାମରସ ଲୁକରେ ଗୀତ ଏଫୁଲ କହ ଥରେ ସୁନ୍ଦର ଭାବେ ପରିବେଷଣ କରି ଭିଡିଓ ସେୟାର କରିଛନ୍ତି ଅସୀମା।

Also See Video: Hara Pattnaik Daughter Video: ବାପା ହର ପଟ୍ଟନାୟକଙ୍କ ସହ ଭାଇରାଲ ହେଲା ଝିଅ ଅନନ୍ୟାଙ୍କ ପୁରୁଣା ଭିଡିଓ

Also See Video: Odia Actress Maina: ଭାଇରାଲ ହେଲା ମୋ ଦେହରେ ଓଢଣୀ ପଡିଛି ନୂଆ ନୂଆ ଗୀତର ହିରୋଇନ୍ ଙ୍କ ଭିଡିଓ

Video Thumbnail
Share
Advertisement
Read More