Videos

Aseema Panda: କଲେଜ ପିଲାଙ୍କ ଗହଣରେ ଖୁବ ମସ୍ତି କଲେ ଗାୟିକା ଅସୀମା ପଣ୍ଡା, ଭାଇରାଲ ହେଲା ଭିଡିଓ

Aseema Panda: କଲେଜ ଛାତ୍ରୀଙ୍କ ଗହଣରେ ଖୁବ ମସ୍ତି କଲେ ଗାୟିକା ଅସୀମା ପଣ୍ଡା । ଚର୍ଚ୍ଚାରେ ଓଡ଼ିଶାର ଭର୍ସାଟାଇଲ ଗାୟିକା ଅସୀମା ପଣ୍ଡା। କେବଳ ଯେ ନିଜର କୋକିଳ କଣ୍ଠ ସେଥିପାଇଁ ନୁହେଁ ବରଂ ନିଜର ନଟଖଟି ଅନ୍ଦାଜ ପାଇଁ ବେଶ୍ ଚର୍ଚ୍ଚାରେ ଥାନ୍ତି ଅସୀମା। ଏହାସହ ବିଭିନ୍ନ ଷ୍ଟେଜ ସୋରେ ବି ନିଜର କମାଲ ଦେଖାଇଥାନ୍ତି ଗାୟିକା ଅସୀମା। ତେବେ କିଛି ଘଣ୍ଟା ତଳ ପୂର୍ବରୁ ସେୟାର ହୋଇଥିବା ଭିଡିଓରେ ସେ ସୋନପୁରର ଏକ ଇନଷ୍ଟିଚ୍ୟୁଟ କୁ ଯାଇଥିବା ଦେଖିବାକୁ ମିଳିଛି। ଆଉ ସେଠାରେ ଖୁବସାରା ମସ୍ତି ମଧ୍ୟ କରିଛନ୍ତି।

Video Thumbnail
Share
Advertisement
Read More