Videos

Aseema Panda Video: କାର୍ ଭିତରୁ ଭାଇରାଲ ହେଲା ଗାୟିକା ଅସୀମାଙ୍କ ଏହି ଭିଡିଓ

Aseema Panda Video: କାର୍ ଭିତରୁ ଭାଇରାଲ ହେଲା ଗାୟିକା ଅସୀମାଙ୍କ ଏହି ଭିଡିଓ । ଗାୟିକା ଅସୀମା ପଣ୍ଡା ନିଜ ଗୀତ ସାହାଯ୍ୟରେ ପୂରା ଓଡ଼ିଶାର ସେନସେସନ ପାଲଟିଯାଇଛନ୍ତି। ପ୍ରାୟତଃ ସମୟରେ ଅନେକ ଲାଇଭ କନସର୍ଟର ଭିଡିଓ ସେୟାର କରୁଥିବା ବେଳେ ନିଜ ର କିଛି ଖାସ୍ ଖାସ୍ ଭିଡିଓ ମଧ୍ୟ ସେୟାର କରିଥାନ୍ତି ଗାୟିକା ଅସୀମା ପଣ୍ଡା । ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ଅସୀମା। ଆଉ କିଛି ଦିନ ତଳେ ସେୟାର କରିଥିବା ଏହି ଭିଡିଓ ରେ ସେ ଶାଢୀ ପିନ୍ଧି କାର ଭିତରୁ ଭିଡିଓ ସେୟାର କରିଛନ୍ତି।

Video Thumbnail
Share
Advertisement
Read More