Videos

Aseema Panda Video: ନୂଆ ଲୁକ୍ ରେ ନୂଆ ଅନ୍ଦାଜରେ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଭିଡିଓ

Aseema Panda Video: ନୂଆ ଲୁକ୍ ରେ ନୂଆ ଅନ୍ଦାଜରେ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଭିଡିଓ । ଏବେ ଖୁବ୍ ଚର୍ଚ୍ଚାରେ ଗାୟିକା ଅସୀମା ପଣ୍ଡା । ସୋସିଆଲ ମିଡିଆରେ ଆକ୍ଟିଭ୍ ସହ ଲାଇଭ୍ କନସର୍ଟର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରିଥାନ୍ତି । ତେବେ କିଛି ଘଣ୍ଟା ତଳୁ ସେୟାର ହୋଇଥିବା ଏକ ଭିଡିଓ ରେ ଅସୀମା ଏକ ସୁନ୍ଦର ସାଲୱାର ପିନ୍ଧିଥିବା ବେଳେ ଖୁବ ଭିନ୍ନ ଢଙ୍ଗରେ ନଜର ଆସିଛନ୍ତି । ଆଉ ଏହି ଲାଇଭ କନସର୍ଟର ଭିଡିଓ ସେ ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

Video Thumbnail
Share
Advertisement
Read More