Aseema Panda New Video: ଭଦ୍ରକରେ ହେଲା ଗାୟିକା ଅସୀମା ପଣ୍ଡାଙ୍କୁ ପ୍ରେମ, ଭାଇରାଲ ହେଲା ଭିଡିଓ । ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏବେ ହଲଚଲ କରୁଛନ୍ତି ଗାୟିକା ଅସୀମା ପଣ୍ଡା। ନିଜର ପ୍ରତିଟି ସୋ ଓ କନସର୍ଟର ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଅସୀମା ପଣ୍ଡା । ତେବେ କିଛି ଘଣ୍ଟା ତଳେ ଅସୀମା ଏକ ଲାଇଭ୍ ସୋ ରେ ଜୋରଦାର ଠୁମକା ଲଗାଇଥିଲେ । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ବି ଦେଖନ୍ତୁ ସେହି ସମୟର ଭିଡିଓ
More Videos
More Videos
More Videos
More Videos
More Videos