Videos

Aseema Panda: ମେଲୋଡି ମଞ୍ଚରୁ ଭାଇରାଲ ହେଲା ଅସୀମାଙ୍କ ଏହି ସୁନ୍ଦର ଭିଡିଓ

ମେଲୋଡି ମଞ୍ଚରୁ ପୁଣି ଥରେ ଭାଇରାଲ ହେଲା ଅସୀମା ପଣ୍ଡାଙ୍କ ଭିଡିଓ। ଏଥର କିନ୍ତୁ ନଦୀ କୂଳରୁ ନୁହେଁ ବରଂ ମେଲୋଡି ମଞ୍ଚ ଉପରୁ। ସୁନ୍ଦର ସଂଗୀତ ସହିତ ଠୁମକା ଲଗାଉଥିବାର ଅସୀମାଙ୍କ ଏହି ନୂଆ ଭିଡିଓ ସାମ୍ନାକୁ ଆସିଛି।

 

Video Thumbnail
Share
Advertisement
Read More