Videos

Aseema Panda Viral Video: କାହା ପାଇଁ ହାତରେ ମେହେନ୍ଦି କଲେ ଅସୀମା, ନିଜେ କଲେ ଭିଡିଓ ସେୟାର

Aseema Panda Viral Video: କାହା ପାଇଁ ହାତରେ ମେହେନ୍ଦି କଲେ ଅସୀମା, ନିଜେ କଲେ ଭିଡିଓ ସେୟାର । ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ଗାୟିକା ହେଉଛନ୍ତି ଅସୀମା ପଣ୍ଡା । ନିଜର ପ୍ରତିଟି ଭିଡିଓ ସହ ପୋଷ୍ଟ ସେୟାର କରିଥାନ୍ତି ଗାୟିକା । କିଛି ଘଣ୍ଟା ତଳୁ ଅସୀମା ପଣ୍ଡା ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଏକ ଅଫ ହ୍ୱାଇଟ୍ ର ସୁନ୍ଦର ଶାଢୀ ପିନ୍ଧିଥିବା ବେଳେ ମେହେନ୍ଗୀ ଗୀତରେ ଜୋରଦାର ଠୁମକା ଲଗାଇଛନ୍ତି। ଆଉ ଏହି ଭିଡିଓକୁ ସମସ୍ତେ ବେଶ୍ ପସନ୍ଦ କରିଛନ୍ତି।

Video Thumbnail
Share
Advertisement
Read More