Aseema Panda New Video: ରୁମ୍ ରୁ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ । ସୋସିଆଲ ମିଡିଆ ସେନସେସନ ଅସୀମା ପଣ୍ଡାଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟତଃ ସମୟରେ ନିଜର ଟ୍ରାଡିସନାଲ ଲୁକ୍ କୁ ନେଇ ଅସୀମା ଚର୍ଚ୍ଚାରେ ରହୁଥିବା ବେଳେ ଏବେ ମଡର୍ଣ୍ଣ ଲୁକ୍ ରେ ଭାଇରାଲ ହେବାରେ ଲାଗିଛି। ହାର୍ଟରେ ଟେକନିକାଲ ଇସ୍ୟୁ ଗୀତରେ ଜୋରଦାର ଠୁମକା ଲଗାଇଛନ୍ତି ଗାୟିକା ଅସୀମା । ଆଉ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ।
More Videos
More Videos
More Videos
More Videos
More Videos