Asima Panda Viral Video: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଅସୀମାଙ୍କ ଲୋକପ୍ରିୟତା କହିଲେ ନ ସରେ। ତେବେ, ଏହାରି ଭିତରେ ଅସୀମାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ,ଅସୀମା ପଣ୍ତା ଡଙ୍ଗାରେ ବେଶ୍ ଆନନ୍ଦରେ କୁଆଡେ ଯାତ୍ରା କରୁଛନ୍ତି। ଆଉ ତାଙ୍କ ସାଙ୍ଗରେ ଜଣେ ଯୁବକ ଥିବା ଦେଖିବାକୁ ମିଳିଛି। ତେବେ, ସେହି ଯୁବକ ଜଣକ କିଏ ,ତାଙ୍କର ପରିଚୟ ଜଣାପଡିନି। ଦେଖନ୍ତୁ ଭିଡିଓ...