Videos

Asima Panda Viral Video: ହଟ୍-ଲୁକ୍-ରେ ନଜର ଆସିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା, ଭିଡିଓ ଭାଇରାଲ୍

Asima Panda Viral Video: ଓଡିଆ ସଙ୍ଗୀତ ଜଗତର ଜଣେ ନାଁ କରା କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଫିଲ୍ମ ଓ ଆଲବମ୍ ରେ ଗୀତ ଗାଇଛନ୍ତି ଅସୀମା। ତେବେ, କେବଳ ସେତିକି ନୁହେଁ, ଅସୀମାଙ୍କୁ କେତେକ ମେଲୋଡି ପ୍ରୋଗ୍ରାମ୍ ରେ ବି ଦେଖିବାକୁ ମିଳେ। ତେବେ, ଏଭଳି ସ୍ଥିତିରେ ଅସୀମାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ହଟ୍ ଲୁକ୍ ରେ ନଜର ଆସିଛନ୍ତି ଅସୀମା। ଦେଖନ୍ତୁ ଭିଡିଓ... 

Video Thumbnail
Share
Advertisement
Read More