Asima Panda Viral Video: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଓଡିଆ ଆଲବମ୍ ଓ ଫିଲ୍ମ ରେ ଗୀତ ଗାଇଛନ୍ତି। ଅସୀମାଙ୍କ ଲୋକପ୍ରିୟତା କହିଲେ ନ ସରେ। ତେବେ, ଏହାରି ଭିତରେ ଅସୀମାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଅସୀମା ସାଧବ ବୋହୂ ବେଶ୍ ରେ ନଜର ଆସିଛନ୍ତି। କାହା ପାଇଁ ସଜେଇ ହୋଇଛନ୍ତି ଅସୀମା ପଣ୍ତା। କାହା ପ୍ରେମରେ ପଡିଛନ୍ତି କି କଣ୍ଠଶିଳ୍ପୀ, ଏଭଳି ଅନେକ ଚର୍ଚ୍ଚା ମଧ୍ୟ ହେଉଛି। ଦେଖନ୍ତୁ ଏହି ଭିଡିଓ
More Videos
More Videos
More Videos
More Videos
More Videos