Asima Panda Viral Video: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କର ଲୋକପ୍ରିୟତା କହିଲେ ନ ସରେ। ଏକଧିକ ଆଲବମ୍ , ଫିଲ୍ମ ଓ ଭଜନରେ ଗୀତ ଗାଇଛନ୍ତି। ତେବେ, ଏହାରି ଭିତରେ ଅସୀମାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅସୀମା ମାର୍ଗଶିର ମାସ ଗୁରୁବାର ଦିନ ମାଣ ବସାଇଛନ୍ତି। ନୂଆ ବୋହୂ ବେଶରେ ନଜର ଆସିଛନ୍ତି। ଦେଖନ୍ତୁ ଭିଡିଓ...
More Videos
More Videos
More Videos
More Videos
More Videos