Videos

Asima Panda Viral Video: ଇରା ମହାନ୍ତିଙ୍କୁ ନେଇ ଏମିତି କିଛି କହିଦେଲେ ଅସୀମା, ଭିଡିଓ ଭାଇରାଲ

Asima Panda Viral Video: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଓଡିଆ ଗୀତ ଗାଇ ଲୋକଙ୍କ  ମନ କିଣିଛନ୍ତି।  ତାଙ୍କ ସ୍ବରର ଯାଦୁ ସମସ୍ତଙ୍କୁ ପାଗଳ କରେ। ତେବେ, ଏହାରି ଭିତରେ ସେ ନିଜ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅସୀମା ପଣ୍ତା। କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ଉପରେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭଇରାଲ୍ ହେଉଛି। ଦେଖନ୍ତୁ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More