Videos

ସୁଇମିଙ୍ଗ୍-ପୁଲ୍-ନିକଟରେ କାହା ସହ ମସ୍ତି କରୁଛନ୍ତି କଣ୍ଠଶିଳ୍ପୀ ଅସୀମା? ଭାଇରାଲ ହେଉଛି ଏହି ଭିଡିଓ

Asima Panda Viral Video: ଓଡି଼ଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଆଲବମ୍ ଓ ଫିଲ୍ମ ଗୀତ ଗାଇ ଲୋକଙ୍କ ହୃଦୟରେ ସ୍ବତସ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି ଅସୀମା ।  ତାଙ୍କ ଜୀବନରେ ଘଟୁଥିବା ଟିକନିକ୍ ଘଟଣାବଳୀକୁ ସେ ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରନ୍ତି। ତେବେ, ଏହାରି ଭିତରେ ଅସୀମାଙ୍କ ଏକ ଭିଡିଓ ସୁଇମିଙ୍ଗ୍ ପୁଲ୍ ରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More