Videos

Asima Panda Viral Video: 'ଏଟା କ'ଣ ହେଲାରେ...ମତେ ଲଭ୍ ହେଲାରେ...'ଗୀତରେ ଝୁମିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା, ଦେଖନ୍ତୁ

 
Asima Panda Viral Video: ଜଣାଶୁଣା ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଓଡିଆ ସଙ୍ଗୀତ ଜଗତର ଜଣେ ନାଁ କରା ଗାୟିକା। ଏକାଧିକ ଫିଲ୍ମ ଓ ଆଲବମ୍ ସହ ଭଜନ ଗାଇ ଲୋକଙ୍କ ମନ କିଛିଛନ୍ତି। ନିକଟରେ ତାଙ୍କର ଏକ ଭିଡ଼ିଓ କାର୍ ଭିତରୁ ଭାଇରାଲ୍ ହୋଇଥିଲା। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ନିଆଁ ଲଗାଇଛି। ଦେଖନ୍ତୁ...

Video Thumbnail
Share
Advertisement
Read More