Videos

Asima Panda Viral Video: ସୋରିଷ କ୍ଷେତରୁ ରୋମାଣ୍ଟିକ୍ ଅନ୍ଦାଜରେ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ

 
Asima Panda Viral Video: କଣ୍ଠଶିଳ୍ପୀ ଅସୀମା ପଣ୍ତା। ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁ। ଏକାଧିକ ଫିଲ୍ମ, ଆଲବମ୍, ଭଜନ ଗୀତ ଗାଇ ଦର୍ଶକଙ୍କ ମନ କିଣିଛନ୍ତି। ତେବେ, ଏହାରି ଭିତରେ ଅସୀମାଙ୍କ ଏକ ଭିଡିଓ ସୋରିଷ କ୍ଷେତରୁ ରୋମାଣ୍ଟିକ୍ ଅନ୍ଦାଜରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More