Videos

Asima Panda Video: ଝରଣା କୂଳରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ , ଦେଖନ୍ତୁ

Asima Panda Viral Video: ଓଡି଼ଆ କଣ୍ଠଶିଳ୍ପୀ ଅସୀମା ପଣ୍ତା।  ଅସୀମାଙ୍କ ଲୋକପ୍ରିୟତା ବେଶ୍ ଅଧିକ ରହିଛି। ତାଙ୍କର ଗୀତ ଲୋକଙ୍କ ମନ କିଣେ। ବିଶେଷକରି, ଯୁବପିଢିଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ବେଶ୍ ଅଧିକ ରହିଛି । ତେବେ, ଏହାରି ଭିତରେ ଅସୀମାଙ୍କ ଏକ ଭିଡିଓ  ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଝରଣା କୂଳରେ କଣ କରୁଛନ୍ତି ସେ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More