Asima Panda Viral Video: କଣ୍ଠଶିଳ୍ପୀ ଅସୀମା ପଣ୍ତା। ତାଙ୍କ କଣ୍ଠର ଯାଦୁ ଶ୍ରୋତାଙ୍କୁ ପାଗଳ କଲେ। ସେ କେଉଁ ହିଟ୍ ଫିଲ୍ମର ଗୀତ ହେଉ କି କୌଣସି ପ୍ରକାର ଆଲବମ୍। ସବୁବେଳେ ତାଙ୍କର ସ୍ବରର ଯାଦୁ ଦର୍ଶକଙ୍କୁ ଗୀତରେ ବାନ୍ଧି ରଖେ। ତେବେ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅସୀମା ଜଣେ ଭଲ ଡାନ୍ସର ମଧ୍ୟ। ତେବେ, ଏହାରି ଭିତରେ ଅସୀମାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି । ଦେଖନ୍ତୁ ଏହି ଭିଡିଓ....
More Videos
More Videos
More Videos
More Videos
More Videos