Videos

Asima Panda Viral Video: କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ମନର ମଣିଷ କିଏ? ଇସାରାରେ କହିଦେଲ ଏମିତି କିଛି...

Asima Panda Viral Video: ଓଡିଆ ସଙ୍ଗୀତ ଜଗତର ଜଣେ ନାଁ କରା କଣ୍ଠଶିଳ୍ପୀ ହେଉଛନ୍ତି ଅସୀମା ପଣ୍ତା। ଆଲବମ୍, ଫିଲ୍ମ ଓ ଭଜନରେ ଗୀତ ଗାଇ ଦର୍ଶକଙ୍କ ମନ କିଣିଛନ୍ତି। ତାଙ୍କ ମନର ମିଣିଷ କିଏ, କାହାକୁ ଭଲ ପାଆନ୍ତି ଅସୀମା, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜନ୍ତି ଫ୍ୟାନ୍ସ।  ତେବେ, ଏହାରି ଭିତରେ ଅସୀମାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ ...

Video Thumbnail
Share
Advertisement
Read More