Videos

ଜିରୋ ନାଇଟ୍ ସେଲିବ୍ରେସନ୍ ପୂର୍ବରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ,ଦେଖନ୍ତୁ

Asima Panda Viral Video: ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଆରମ୍ଭ ହୋଇଯାଇଛି କାଉନ ଡାଉନ୍। ସବୁଠି ସେଲିବ୍ରେସନର ମାହୋଲ୍। ତେବେ, ଏହାରି ଭିତରେ  ଓଡି଼ଶା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏକ ଭିଡିଓ ସମୁଦ୍ରଦୂଳରୁ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଅସୀମା ନାଇଟ୍ ସୁଟ୍ ରେ ନଜର ଆସିଛନ୍ତ। ତେବେ, ସେ ସି-ବିଚ୍-ରେ କାହା ସହ ମସ୍ତି ତାହାକୁ ନେଇ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଦେଖନ୍ତୁ....

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More