Asima Panda Viral Video: କଣ୍ଠଶିଳ୍ପୀ ଅସୀମା ପଣ୍ତା। ଖାସ୍ କରି, ଯୁବପିଢୀଙ୍କ ମଧ୍ୟରେ ତାଙ୍କର କ୍ରେଜ୍ କହିଲେ ନ ସରେ। ଏକାଧିକ ଓଡିଆ ଫିଲ୍ମ , ଆଲବମ୍ ଓ ଭଜନରେ ଗୀତ ଗାଇ ଦର୍ଶକଙ୍କ ମନ କିଣିଛନ୍ତି। ତାଙ୍କର ସ୍ବରର ଯାଦୁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ। ତେବେ, ଏହାରି ଭିତରେ ଅସୀମାଙ୍କ ଆଉ ଏକ ପୋଲ ଉପରୁ ଭାଇରାଲ୍ ହୋଇଛି। ତାହା ପୁଣି ଜଣେ ଯୁବକଙ୍କ ସହ । ଦେଖନ୍ତୁ ପୋଲ ଉପରେ ଯୁବକଙ୍କ ସହ କଣ କରୁଛନ୍ତି କଣ୍ଠଶିଳ୍ପୀ। ଦେଖନ୍ତୁ ଭିଡିଓ।....