Videos

Human Sagar Wife Video: ପୁଣି ଚର୍ଚ୍ଚାରେ ଗାୟକ ହ୍ୟୁମାନ୍ ସାଗରଙ୍କ ପତ୍ନୀ ଶ୍ରୀୟା, ଭାଇରାଲ ହେଲା ଭିଡିଓ

Human Sagar Wife Video: ପୁଣି ଚର୍ଚ୍ଚାରେ ଗାୟକ ହ୍ୟୁମାନ୍ ସାଗରଙ୍କ ପତ୍ନୀ ଶ୍ରୀୟା, ଭାଇରାଲ ହେଲା ଭିଡିଓ । ୨୦୨୩ ରେ ପାରିବାରିକ ବିବାଦକୁ ନେଇ ମୁହାଁମୁହିଁ ହୋଇଥିଲେ ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର । ହେଲେ ଏହାପରେ ଥାନାରେ ବୁଝାସୁଝା ପରେ ସବୁ କିଛି ଠିକ୍ ଥିଲା। ହେଲେ ଗତ କିଛି ଦିନ ହେଲା ୨ଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଏକ କଲେଜ ର ହୋଇଥିବା ବେଳେ ଅନ୍ୟଟି ଘରର ବାରଣ୍ଡାର ବୋଲି କୁହାଯାଉଛି । ତେଣୁ କେଉଁ ବାବଦରେ ହ୍ୟୁମାନ ସାଗରଙ୍କ ପତ୍ନୀ ଓ କିଛି ମହିଳାଙ୍କ ଭିତରେ ଯୁକ୍ତିତର୍କ ସହ ମାରପିଟ୍ ଚାଲିଛି ତାହା ଏବେ ଯାଏଁ ଜଣାପଡିନି।

Also See Video: ମଥାରେ ସିନ୍ଦୂର, ବେକରେ ମଙ୍ଗଳସୂତ୍ର...ଭାଇରାଲ ହେଲା ଭିଡିଓ

Also See Video: ପୁଣିଥରେ ରିସୁଟ୍ ହେଲା ଛି ଛିରେ ନନୀ ଗୀତ, ଦେଖନ୍ତୁ ଭିଡିଓ

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More