Videos

Ira Mohanty Video:'ତୁ ମୋ ମନର ସରକାର' ଗୀତରେ ଝୁମିଲେ ,ଦେଖନ୍ତୁ ଭିଡିଓ

Ira Mohanty Video: ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତି। ଏକାଧିକ ଫିଲ୍ମ, ଆଲବମ୍ ଓ ଭଜନର ଗାଇ ଦର୍ଶକଙ୍କ ମନ କିଣିଛନ୍ତି। ତେବେ, ଇରା ମହାନ୍ତିଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଇରା ମହାନ୍ତି , ତୁ ମୋ ମନର ସରକାର ଗୀତରେ ଡାନ୍ସ କରିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ...

 

Video Thumbnail
Share
Advertisement
Read More