Videos

Viral Video: ସାନ-ପୁଅ ସହ ଏମିତି କିଛି କଲେ କଣ୍ଠଶିଳ୍ପୀ ନମିତା ଅଗ୍ରଓ୍ବାଲ୍, ଭାଇରାଲ୍ ହେଲା ଭିଡିଓ

 
Viral Video: କଣ୍ଠଶିଳ୍ପୀ ନମିତା ଅଗ୍ରଓ୍ବାଲ୍। ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁଟିଏ। ଏକାଧିକ ଭଜନ ଗାଇ ଲୋକଙ୍କ ମନ କିଣିଛନ୍ତି  ସେ। ନମିତା ଜଣେ ଜଗନ୍ନାଥ ଭକ୍ତ ମଧ୍ୟ। ତେବେ, ଏହାରି ଭିତରେ ନମିତାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଦେଖନ୍ତୁ ସେ କିପରି ଭାବେ ନିଜ ସାନ ପୁଅ ସହ...

Video Thumbnail
Share
Advertisement
Read More