Videos

Video: କୋରିଆ ଯୁବକଙ୍କ ସ୍ୱରରେ ଓଡ଼ିଆ ଗୀତ, ଭିଡିଓ ଭାଇରାଲ୍

Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କୋରିଆ ଯୁବକ ନିଜ ସ୍ୱରରେ ଓଡ଼ିଆ କହିବା ସହ ଗୀତ ଗାଇବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଯୁବକଙ୍କ ପତ୍ନୀ ଜଣେ ଓଡ଼ିଆ ଝିଅ । ସେ କୋରିଆରେ ଏହି ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ସେ ସୋସିଆଲ ମିଡିଆରେ କୋରିଆ ସମ୍ପର୍କରେ ନିୟମିତ ଭାବେ ଭିଡିଓ ପୋଷ୍ଟ କରନ୍ତି ।

Video Thumbnail
Share
Advertisement
Read More