Videos

Anubhav Something Video: ନିଜ ବାୟୋଗ୍ରାଫି ଉନ୍ମୋଚନ ବେଳେ ଜାଗ୍ରତିଙ୍କ ସହ ଅନୁଭବଙ୍କ ଭିଡିଓ ଭାଇରାଲ

Anubhav Something Video: ନିଜ ବାୟୋଗ୍ରାଫି ଉନ୍ମୋଚନ ବେଳେ ଜାଗ୍ରତିଙ୍କ ସହ ଅନୁଭବଙ୍କ ଭିଡିଓ ଭାଇରାଲ । ନିଜ ବାୟୋଗ୍ରାଫିରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଜୀବନ ଯାତ୍ରା ବିଷୟରେ ଉଲ୍ଲେଖ ରହିଛି । ଅନୁଭବଙ୍କ ଜୀବନ କାହାଣୀକୁ ନେଇ ଉନ୍ମୋଚିତ ହୋଇଛି ପୁସ୍ତକ 'ବ୍ଲକବ୍ଲଷ୍ଟରରୁ ବାଲାଟ ବକ୍ସ'। ଏହି ପୁସ୍ତକରେ ଅନୁଭବଙ୍କ ଜନ୍ମଠାରୁ ଆରମ୍ଭ କରି ଆଲବମ, ଚଳଚ୍ଚିତ୍ର ଓ ରାଜନୀତି ଜୀବନର ଅନେକ କାହାଣୀକୁ ସ୍ଥାନିତ କରାଯାଇଛି । ଭୁବନେଶ୍ଵର ହୋଟେଲ ସ୍ୟାଣ୍ଡିସ ଟାୱାରଠାରେ ଏହାର ଉନ୍ମୋଚନ କାର୍ଯ୍ୟକ୍ରମ ରହିଥିଲା।

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More