Videos

Anubhav Mohanty: ଜାଗ୍ରତିଙ୍କ ସହ ନିର୍ବନ୍ଧ ନେଇ ଚର୍ଚ୍ଚା ବେଳେ ଭାଇରାଲ ହେଲା ଅନୁଭବଙ୍କ ଏହି ଭିଡିଓ

Anubhav Mohanty: ଜାଗ୍ରତିଙ୍କ ସହ ନିର୍ବନ୍ଧ ନେଇ ଚର୍ଚ୍ଚା ବେଳେ ଭାଇରାଲ ହେଲା ଅନୁଭବଙ୍କ ଏହି ଭିଡିଓ । ଖୁବ ଚର୍ଚ୍ଚାରେ ରହିଛି ଏବେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗ୍ରତି ଶୁକ୍ଳାଙ୍କ ନିର୍ବନ୍ଧ ଖବର । ତେବେ ସତରେ ନିର୍ବନ୍ଧ ଓ ବିବାହ ହେବ ନା ନାହିଁ ସେନେଇ କୌଣସି ସଠିକ୍ ସୂଚନା ମିଳିନଥିବା ବେଳେ ବେଶ୍ ଭାଇରାଲ ହେଉଛି ଏହି ଖବର । ତେବେ ପ୍ରଥମ ବିବାହରୁ ବିିଚ୍ଛେଦ ପରେ ଅନୁଭବ ପୁଣି ଥରେ ସଂସାର ଗଢିବେ କି...ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଆଉ ଠିକ୍ ଏତିକି ବେଳେ ଏକ ପୁରୁଣା ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More