Videos

Video: ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି ଅଭିନେତ୍ରୀ ଅରୁନ୍ଧତୀଙ୍କ ଏହି ଭିଡିଓ

Devika Arundhati Viral Video: ଅଭିନେତ୍ରୀ ଅରୁନ୍ଧତୀ ଦେବିକା ସାମଲ ଜଣେ ଓଡି଼ଆ ଦୂରଦର୍ଶନ ଅଭିନେତ୍ରୀ। ସେ ନିଜ ଅଭିନୟ ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। କହିରଖୁଛୁ ଯେ ଅଭିନେତ୍ରୀ ଦେବିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି। ଏବଂ ସମୟ ସମୟରେ ନିଜ ପ୍ରଂଶସକଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ଅରୁନ୍ଧତୀଙ୍କର ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ 'ଲାଗୁଛି ତୁ ମୋ ପ୍ରେମ ରେ ଅଛୁ' ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।

Video Thumbnail
Share
Advertisement
Read More