Viral Video: ଅଭିନେତ୍ରୀ ଜାକଲିନ ପରିଡା ନିକଟରେ ଦେଓଝର ବୁଲିବାକୁ ଯାଇଛନ୍ତି । ଝରଣାରେ ଗାଧୋଇବା ସମୟର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜରେ ପକାଇବା ପରେ ତାହା ଖୁବ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ କହିରଖୁଛୁ ଯେ, ଓଡ଼ିଆ ଦର୍ଶକଙ୍କ ନିକଟରେ ଜାକଲିନ ଖୁବ ପରିଚିତ ଚେହେରା । ନିଜ ଅଭିନୟ ଏବଂ ନୃତ୍ୟ ପାଇଁ ସେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ।
More Videos
More Videos
More Videos
More Videos
More Videos