Videos

Video: ମହାକୁମ୍ଭ ଆସିଥିଲେ ଓଡ଼ିଆ ଅଭିନେତ୍ରୀ ଜାକଲିନ, ଭିଡିଓ ଭାଇରାଲ୍

Viral Video: ଓଡ଼ିଆ ଅଭିନେତ୍ରୀ ଜାକଲିନ ପରିଡା ତାଙ୍କ ଜାବନସାଥୀ ଅରବିନ୍ଦ ମହାରଣାଙ୍କ ସହ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ଏହି ଭିଡିଓଟି ଜାକଲିନ୍ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଅରବିନ୍ଦଙ୍କୁ ଟ୍ୟାଗ ମଧ୍ୟ କରିଥିବେ ଦେଖିବାକୁ ମିଳିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More