Videos

Video: ଜଙ୍ଗଲରୁ ଭାଇରାଲ୍ ହେଲା ନେହା ନାଗେଶ୍ୱରୀଙ୍କ ଏହି ଭିଡିଓ, ଏଠାରେ ଦେଖନ୍ତୁ...

Neha Nageswari Dance Video: ଓଡ଼ିଆ ସିରିଏଲ ଅଭିନେତ୍ରୀ ନେହା ନାଗେଶ୍ୱରୀ ନିଜର ଜବରଦସ୍ତ ଅଭିନୟରେ ଖୁବ୍ କମ ବୟସରୁ ସଫଳତାର ପାହାଚ ଚଢ଼ିଛନ୍ତି। ତାଙ୍କର ଅଭିନୟକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଏ। କହି ରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି। ଏବଂ ସମୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ ଜଙ୍ଗଲ ଭିତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-

Video Thumbnail
Share
Advertisement
Read More