Nikita Mishra Viral Dance Video: ଅଭିନେତ୍ରୀ ନିକିତା ମିଶ୍ର ନିଜ ଅଭିନୟ ମାଧ୍ୟମରେ ଓଡ଼ିଆ ସିରିଏଲ୍ ରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। କହିରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି ଏବଂ ସମୟ ସମୟରେ ନିଜ ପ୍ରଂଶସକଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଅଭିନେତ୍ରୀ ନିକିତା ମିଶ୍ରଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଅଭିନେତ୍ରୀ 'ପେଟ ପୂରିଯାଏ...' ଓଡ଼ିଆ ଗୀତରେ ସୁନ୍ଦର ଭାବେ ନାଚୁଥିବା ନଜର ଆସୁଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ୍ ପସନ୍ଦ କରୁଛନ୍ତି।
More Videos
More Videos
More Videos
More Videos
More Videos