Videos

Video: ଜୋରଦାର ଭାଇରାଲ୍ ହେଉଛି ଅଭିନେତ୍ରୀ ଶୁଭସ୍ମିତାଙ୍କ ନାଲି ଶାଢ଼ୀର ଏହି ଡ୍ୟାନ୍ସ ଭିଡିଓ

Actress Subhasmita Rout Dance Video: ନିଜର ସୁନ୍ଦର ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଣ୍ଟି ଲଲବା ଟିଭି ଅଭିନେତ୍ରୀ ଶୁଭସ୍ମିତା ରାଉତ ଖୁବ୍ ଲୋକପ୍ରିୟ। କହିରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ଏବଂ ସମୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ମ୍ୟୁଜିକ୍ ଭିଡିଓରୁ କରିୟର ଆରମ୍ଭ କରି ସଫଳ ଟିଭି ଅଭିନେତ୍ରୀ ଭାବେ ଉଭା ହୋଇଥିବା ଶୁଭସ୍ମିତାଙ୍କ ବର୍ତ୍ତମାନ ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଯେଉଁଥିରେ ସେ ନାଲି ଶାଢୀରେ ଚତ୍ମକାର ଭାବେ ନାଚୁଥିବାର ନଜର ଆସୁଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More