Videos

Video: ଜଙ୍ଗଲରୁ ଭାଇରାଲ୍ ହେଲା ଅଭିନେତ୍ରୀଙ୍କ ଟ୍ୱିଙ୍କିଲ ମିଶ୍ରଙ୍କ ଏହି ଭିଡିଓ, ଦେଖନ୍ତୁ...

Twinkle Mishra Video: ଓଡ଼ିଆ ସିରିଏଲ୍ ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି ଏବଂ ସମୟ ସମୟରେ ନିଜ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ 'ଏମିତି ରଙ୍ଗ ଦେ ଲୋ ଫୁଲ....' ଓଡ଼ିଆ ଗୀତ ଝୁମୁଥିବାର ନଜର ଆସୁଛନ୍ତି।

Video Thumbnail
Share
Advertisement
Read More