Videos

Dance Video: 'ତୁ ରାଜ ମୁଁ ରାଣୀ' ଗୀତରେ ଝୁମିଲେ ସିରିଏଲ ଅଭିନେତ୍ରୀ ବିଶ୍ବରୂପା, ଦେଖନ୍ତୁ ଭିଡିଓ

Biswarupa Rout Video: ଓଡ଼ିଆ ଟିଭି ସିରିଏଲ ଅଭିନେତ୍ରୀ ବିଶ୍ବରୂପା ରାଉତ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ। ବିଶେଷ କରି ମଟନକୁ ନେଇ ତାଙ୍କର ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। କହିରଖୁଛୁ ଯେ ଏହି ଅଭିନେତ୍ରୀ ନିଜର ଫ୍ୟାନ୍ସ ମାନଙ୍କ ପାଇଁ ସମୟ ସମୟରେ ଫଟୋ ଓ ଭିଡିଓ ସେୟାର କରନ୍ତି। ବର୍ତ୍ତମାନ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି> ଯେଉଁଥିରେ ସେ 'ତୁ ରାଜା ମୁଁ ରାଣୀ' ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More