Videos

Odisha Bjd: ଡବଲ ଇଞ୍ଜିନ ଡବଲ ଧୋକା, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବିଜେଡି ନେତା

Odisha BJD: ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ । ତିନି ଥର ବଦଳିଛି ଡିପିଆର । ବାରମ୍ବାର ବାତିଲ ହୋଇଛି ଟେଣ୍ଡର । ଭାରତମାଳା ଯୋଜନାରେ ଦେଶର ପ୍ରଥମ ପ୍ରକଳ୍ପକୁ ଧୋକା ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛି ବିଜେଡି । ଓଡ଼ିଶାର ପର୍ଯ୍ୟଟନ ସମ୍ଭାରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରଥମେ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ପ୍ରକଳ୍ପ ଅନୁମୋଦନ ହେଲା ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More